ସାଇବର କ୍ରାଇମ ଲୁଚାଇବାକୁ ନୂଆ ଟ୍ରିକ

ସାଇବର କ୍ରାଇମ ଲୁଚାଇବାକୁ ନୂଆ ଟ୍ରିକ

Share with people

ସାଇବର କ୍ରାଇମ ପାଇଁ ଭଡାରେ ଲାଗୁଛି ବ୍ଯାଙ୍କ ଆକାଉଣ୍ଟ | ପ୍ରାଥମିକ ପର୍ଯ୍ଯାୟରେ ଭଡା ଲାଗିଥିବା ୪୨ଟି ବ୍ୟାଙ୍କ ଖାତା ଜବତ କରିବା ସହ ୨୨ଟି ଏଟିଏମ ୫ଟି ସିମ୍ କାର୍ଡ ଜବତ କରିଛି ସମ୍ବଲପୁର ପୋଲିସ | ଝାଡଖଣ୍ଡ ଜାମତରା ଗ୍ଯାଙ୍ଗ ଚଲାଇଛି ଏହି ସିଣ୍ଡିକ୍ଯାଟ୍ | ସମ୍ବଲପୁରରୁ ନିଜ ଆକାଉଣ୍ଟ ଭଡାରେ ଲଗାଇଥିବା ୮ଜଣ ଓ ସମ୍ବଲପୁରରେ ଆକାଉଣ୍ଟ ଖୋଲିବା ପାଇଁ ଏଜେଣ୍ଟ ସାଜିଥିବା ଅନିଲ ମଣ୍ଡଲକୁ ଗିରଫ କରିଛି ପୋଲିସ | ଏହି ୪୨ଟି ଆକାଉଣ୍ଟକୁ ବିଭିନ୍ନ ରାଜ୍ଯର ସାଇବର ଫ୍ରଡରେ ନିଆଯାଇଥିବା ପଇସା ରଖୁଥିଲା ଜାମତରା ଗ୍ଯାଙ୍ଗ | ଆକାଉଣ୍ଟ ପିଛା ୫ ହଜାର ଟଂକା ଦେଇ ଭଡାରେ ନେଇଥିଲା ଜାମତରା ଗ୍ଯାଙ୍ଗ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *