ମାଙ୍କଡା ବୋଝେଇ ଟ୍ରକକୁ ଜବତ କଲା ବନ ବିଭାଗ || MAYURBHANJ NEWS

ମାଙ୍କଡା ବୋଝେଇ ଟ୍ରକକୁ ଜବତ କଲା ବନ ବିଭାଗ || MAYURBHANJ NEWS

Share with people

ମାଙ୍କଡା ବୋଝେଇ ମିନି ଟ୍ରକ ଜବତ କରିଲା ବନ ବିଭାଗ। ଉଦଳା ବନାଞ୍ଚଳ କୁଣ୍ଡାବାଇ ଅଞ୍ଚଳରୁ ଚୋରା ମାଙ୍କଡା ପଥର ବୋଝେଇ କରି ଏକ ମିନି ଟ୍ରକ ଉଦଳା ଅଭିମୁଖେ ଆସୁଥିଲା। ବିଶେଷସୂତ୍ରରୁ ଖବର ପାଇ ଉଦଳା ବନ ବିଭାଗ ସ୍ଥାନୀୟ ପାଟପୁର କେନାଲ ଛକ ନିକଟରେ ଚଢ଼ାଉ କରିଥିବା ବେଳେ ଗାଡି ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲା। ବନ ବିଭାଗ ପଥର ବୋଝେଇ ମିନି ଟ୍ରକ କୁ ଜବତ କରି କାର୍ଯ୍ୟାଳୟକୁ ଆଣିଛି। ଜବତ ମାଙ୍କଡା ପଥରର ଆନୁମାନିକ ମୂଲ୍ୟ ୨୦ ହଜାର ରୁ ଉର୍ଦ୍ଧ ହେବ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *