ପୋଲିସ ଡ୍ରେସ୍ ପିନ୍ଧି ଡକାୟତି କରୁଥିବା ବେଳେ ତିନି ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ; ୪ ଜଣ ଫେରାର।..
କଳାହାଣ୍ଡି ଜିଲ୍ଲା ଦେଢ଼ ସୁଲି ପଞ୍ଚାୟତ ରୁବେନ ଗ୍ରାମର ରୀପା ମାଝୀ ଙ୍କ ଘରୁ ନଗଦ ୨ ଲକ୍ଷ ୪୦,୦୦୦୦ ହଜାର ଟଙ୍କା ଡକାୟତ କରି ନେଇଥିବା ବେଳେ ଗ୍ରାମ ଲୋକେ ୩ଜଣଙ୍କୁ କାବୁ କରିଛନ୍ତି ଓ ୪ଜଣ ଫେରାର ଥିବା ଜଣା ସୂଚନା ମିଳିଛି I ଗ୍ରାମ ବାସି ପିଣ୍ଟୁ ସେଠି ବୟସ (୨୮)ପିତା ରଘୁନାଥ ସେଠିବାଲିଗୁଡା , ଆଶିଷ ଦିଗାଲ ବୟସ (୨୮) ଗ୍ରାମ ବାଲିଗୁଡା,, ସୁଧାକର ବଳିଆର ସିଂ ବୟସ ୩୨ ଗ୍ରାମ -ପକାରୀ, ବୂଟାଗୁଡା । ମୋହନଗିରି ଫାଣ୍ଡିରେ ଜିମା ଦେଇଛନ୍ତି।ଫେରାର ଥିବା ୪ଜଣ ଙ୍କ ନାମ ଜଣା ପଡ଼ି ନଥିବା ବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି।
