ଡମ୍ପର ହାଇୱା ମୁହାଁମୁହିଁ ଧକ୍କାରେ ଚାପିଗଲେ ଡ୍ରାଇଭର || KEONJHAR NEWS

ଡମ୍ପର ହାଇୱା ମୁହାଁମୁହିଁ ଧକ୍କାରେ ଚାପିଗଲେ ଡ୍ରାଇଭର || KEONJHAR NEWS

Share with people

ଯେlଡା ଥାନା କଳାପାହାଡ ନିକଟରେ ୫୨୦ ନମ୍ୱର ଜାତୀୟ ରାଜପଥ ଉପରେ ଗତ ମଧ୍ୟ ରାତ୍ରି ରେ ଟ୍ରଲର ହାଇଓ୍ବା ମୁହଁlମୁହିଁ ଧକ୍କା ଜଣେ ଗୁରୁତର l ଗତ ରାତି ପ୍ରାୟ ୧୨ ଟା ବେଳକୁ କଳାପାହାଡ ନିକଟରେ ଏହି ଦୁର୍ଘଟଣା ଘଟିଛି ଦୁଇଟିଯାକ ଗାଡି ମୁହଁlମୁହିଁ ଧକା ହେବାରୁ ହାଇଓ୍ବା ଡ୍ରାଇଭର ଗାଡି ଭିତରେ ଚାପି ରହିଥିଲା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ଡ୍ରାଇଭର କୁ ବାହାର କରି ଯେlଡା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି l ଖବର ପାଇଁ ଘଟଣାସ୍ଥଳରେ ପେlଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *