ଝାଡ଼ୁଦାର ସ୍କାମରେ ଧରା ପଡ଼ିଲେ 18ଜଣ ଏଜେଣ୍ଟ |

ଝାଡ଼ୁଦାର ସ୍କାମରେ ଧରା ପଡ଼ିଲେ 18ଜଣ ଏଜେଣ୍ଟ |

Share with people

ସମ୍ବଲପୁର ବହୁ ଚର୍ଚ୍ଚିତ ଝାଡୁଦାର ଚାକିରୀ ସ୍କାମରେ ଦିନକୁ ଦିନ ନୁଆଁ ତଥ୍ୟ ସାମନ୍ନାକୁ ଆସୁଥିବା ବେଳେ ସମ୍ବଲପୁର ପୋଲିସ ମଧ୍ୟ ଏହି ଘଟଣାର ସବୁ ଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉଛି l ତେବେ ଏହି ସ୍କାମ ଘଟଣାରେ ବୁର୍ଲା ପୋଲିସ ଆଉ 18 ଜଣ ଙ୍କୁ ଅଟକ ରଖିବା ସହ 13 ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି l ବୁର୍ଲା ପୋଲିସ ଅଟକ ରଖିଥିବା 18 ଜଣ ଏଜେଣ୍ଟ ବା ମଧ୍ଯସ୍ଥ ଲୋକ ଥିବା ନେଇ ଏସପି ସୂଚନା ଦେଇଛନ୍ତି l ପୂର୍ବରୁ ଏହି ଘଟଣାରେ ପୋଲିସ ମୁଖ୍ଯ ଅଭିଯୁକ୍ତ ରାହୁଲ ରାୟ ଓ ପଦ୍ମାବତୀ ତାଣ୍ଡି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ଠାରୁ 62 ଲକ୍ଷ ଟଙ୍କା ଜବତ କରିଥିଲା l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *