“ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମର ଅନୁଷ୍ଠିତ I

“ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମର ଅନୁଷ୍ଠିତ I

Share with people

ସୁନ୍ଦରଗଡ ଜିଲା ହେମଗିର ବ୍ଲକ ସ୍ଥିତ ଭେଷଜ ପଟେଲ ମହାବିଦ୍ୟାଳୟର ଠାରେ ଅଧକ୍ଷ ଡ ଅଶୋକ କୁମାର ନାଏକଙ୍କ ଅଧକ୍ଷତା ଜାତୀୟ ସେବା ଯୋଜନା ୟୁନିଟ ତରଫରୁ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି ।

ସୁନ୍ଦରଗଡ ଜିଲା ହେମଗିର ବ୍ଲକ ସ୍ଥିତ ଭେଷଜ ପଟେଲ ମହାବିଦ୍ୟାଳୟର ଠାରେ ଅଧକ୍ଷ ଡ ଅଶୋକ କୁମାର ନାଏକଙ୍କ ଅଧକ୍ଷତା ଜାତୀୟ ସେବା ଯୋଜନା ୟୁନିଟ ତରଫରୁ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପ୍ରୋଗ୍ରାମ ଅଫିସର ସୁଶାନ୍ତ କୁମାର ନାଏକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏହି କାଯ୍ୟକ୍ରମର ମହତ୍ତ୍ବ ଉପରେ ଅବଗତ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସପଥ ପାଠ କରି ଏକ ରାଲି ବାହାରି ଲୋକଙ୍କୁ ସଚେତନ କରାଇବା ସହିତ ସଫେଇ କାମ କରିଥିଲେ । ଏହି ଅବସରରେ ଇତିହାସ ବିଭାଗର ପ୍ରଧ୍ୟାପକ ପ୍ରମୋଦ କୁମାର ପଣ୍ଡା,ଜାତୀୟ ସେବା ଯୋଜନାର ପିଓ ନମିତା ମାଝୀ, ଏଏସଏସଟିର ପିଓ ହେନା ପଟ୍ଟାଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *