ରାସ୍ତା ତଳକୁ କାର ଓଲଟି ପଡିବାରୁ ଚାଳକ ଗୁରୁତ୍ତର ଅନ୍ୟ ଜଣେ ଆହତ || KALAHANDI NEWS

ରାସ୍ତା ତଳକୁ କାର ଓଲଟି ପଡିବାରୁ ଚାଳକ ଗୁରୁତ୍ତର ଅନ୍ୟ ଜଣେ ଆହତ || KALAHANDI NEWS

Share with people

କଳାହାଣ୍ଡି ଜିଲ୍ଲାରେ ଦୀନକୁ ଦିନ ଦୁର୍ଘଟଣା ଚାଲି ଥିବା ବେଳେ ଆଜି ସକାଳ ୬.୧୫ ମିନିଟ ସମୟରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ଭବାନୀପାଟଣା ଜୁନାଗଡ଼ ମଧ୍ୟରେ ଥିବା ଶଗଡା ନଦୀ ପୋଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମାରୁତି ଓ୍ବାଗନର କାର ଯୋଗେ ଆନ୍ଧ୍ରପ୍ରଦେଶ ଅଞ୍ଚଳର ଦୁଇ ଯୁବକ ନବରଙ୍ଗପୁର ଠାରୁ ଭବାନୀପାଟଣା ପଟକୁ ଯାଉଥିବା ବେଳେ ଶଗଡା ନଦୀ ନିକଟରେ କୌଣସି କାରଣରୁ ଚାଳକ କାରରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ କାରଟି ରାସ୍ତା କଡର ପ୍ରାୟ ୨୫ ଫୁଟ ତଳକୁ ଖସି ପଡି ଓଲଟି ପଡିଛି । ଫଳରେ ଚାଳକ ଜଣକ ଗୁରୁତର ହେଇଥିବା ବେଳେ ସାଥିରେ ଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହେଇଛନ୍ତି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *