ଗ୍ୟାସ୍ ବୋଝେଇ ଟ୍ରକରେ ଲାଗିଲା ନିଆଁ।

ଗ୍ୟାସ୍ ବୋଝେଇ ଟ୍ରକରେ ଲାଗିଲା ନିଆଁ।

Share with people

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଢ଼ାଖୋଲ ରାସ୍ତା ଜଟେସିଙ୍ଗା ହରିହର ଯୋର୍ ପୋଲ ଉପରେ ଜଳିଲା ଟ୍ରକ | ମିଳିଥିବା ସୂଚନା ଅନୁସାରେ ଏକ ଇଣ୍ଡିଆନ୍ ଗ୍ୟାସ୍ ବୋଝେଇ ଟ୍ରକ ରେଢ଼ାଖୋଲ ପଟୁ ବୀରମହାରାଜପୁରକୁ ଆସୁଥିବା ବେଳେ ହରିହର ଯୋର୍ ପୋଲ ଉପରେ ସେହି ଗାଡ଼ିରେ କୈ।ଣସି କାରଣରୁ ନିଆଁ ଲାଗି ଯାଇଥିଲା । ଶନିବାର ପ୍ରାୟ ରାତି ନଅଟାରେ ଏହି ନିଆଁ ଲାଗିଥିଲା । ଖବର ପାଇ ବୀରମହାରାଜପୁର ଅଗ୍ନିସମ ବିଭାଗର ତିନୋଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା | ଅଗ୍ନିସମ ବିଭାଗର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା । ତେବେ ଅଗ୍ନିଶମ ବିଭାଗ ଠିକ୍ ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରି ଏକ ବଡ଼ ଅଘଟଣକୁ ଏଡାଇ ଦେଇ ପାରିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *