ପାଇକା ନଦୀରେ ବୁଡିଗଲେ ୩ ନାବାଳକ

ପାଇକା ନଦୀରେ ବୁଡିଗଲେ ୩ ନାବାଳକ

Share with people

ସାଙ୍ଗ ମାନଙ୍କ ସହିତ ନଦୀରେ ଗାଧୋଇବା ହେଲା କାଳ | ଗାଧୋଇବା ବେଳେ ପାଇକା ନଦୀର ପାଣି ସୁଅରେ ଭାସିଗଲେ ୩ ନାବାଳକ | ସେମାନେ ହେଲେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ନାନନ୍ଦପୁର ପଞ୍ଚାୟତ କେଉଟସାହି ର ଶିଶିର ବେହେରା ପିତା ନରହରି ବେହେରା, ସୌରଭ ମଲ୍ଲିକ(ସିପୁନ)ପିତା ଧିରେନ କୁମାର ମଲ୍ଲିକ, ଅମନଜୀତ ମଲ୍ଲିକ ପିତା ଅକ୍ଷୟ ମଲ୍ଲିକ | ଏମାନଙ୍କ ମଧ୍ୟରୁ ଶିଶିର ବେହେରାକୁ ଉଦ୍ଧାର କରାଯାଇ ନିକଟସ୍ଥ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ଶିଶିରକୁ ମୃତ ଘୋଷଣା କରିଥିଲେ | ଖବର ସଂଗ୍ରହ ବେଳେକୁ ସୌରଭ ଉଦ୍ଧାର ହୋଇଥିବା ବେଳେ ଅମନଜିତ ନିଖୋଜ ଅଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *