ମହିଳାଙ୍କ ସନ୍ଦେହ ଜନକ ମୣତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେବାପଘର ଲେlକ

ମହିଳାଙ୍କ ସନ୍ଦେହ ଜନକ ମୣତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେବାପଘର ଲେlକ

Share with people

ବାରିଆ ଥାନା କଞ୍ଚନଡୁମୁରିଆ ଗାଁ ରେ ମହିଳାଙ୍କ ସନ୍ଦେହଜନକ ମୣତ୍ୟୁ l ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପଘର ଲୋକେ l କଞ୍ଚନ ଡୁମୁରିଆ ଗ୍ରାମ ର ବେନିସାଗରକଂ ସ୍ତ୍ରୀ ଜେମାମଣିଙ୍କର ସନ୍ଦେହଜନକ ଭାବେ ଆଜି ମୣତ୍ୟୁଘଟିଥିବା ଖବର ପାଇ ତାଙ୍କ ପିଉସୀ ମାଳତୀ ମୁଣ୍ଡା କଞ୍ଚନ ଡୁମୁରିଆ ଗାଁକୁ ଆସି ସ୍ବାମୀ ବେନିସାଗର ନାଏକ ମାଳତୀକୁ ତନ୍ଟୀ ଚିପି ହତ୍ୟା କରିଥିବା ନେଇ ବାରିଆ ଥାନାରେ ଅଭିଯୋଗ କରିଛନ୍ତି |ଅଭିଯୋଗ ପାଇ ପେlଲିସ ଗାଁରେ ପହଞ୍ଚି ମୣତଦେହକୁ ଜବତ କରି ବିବେଛ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି l ଜେମାମଣୀ ଓ ଵେନିସାଗର ପ୍ରେମ ବିବାହ କରିଥିବା ବେଳେ ଦୁହିଁଙ୍କ ମଧରେ ବହୁ ସମୟରେ କଳିଝଗଡା ଲାଗି ରହୁଥିଲା ମୣତକ ଜେମାମଣୀଙ୍କ ଦୁଇ ଝିଅ ଗୋଟେ ପୁଅ ଥିବା ଜଣା ପଡିଛି | ତେବେ ଶବ ବ୍ୟବଚ୍ଛେଦପରେ ମୣତ୍ୟୁର ପ୍ରକୃତ କାରଣ ଜଣାପଡିବ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *