ଲାଞ୍ଚ ନେଉ ନେଉ ମାଡ଼ିବସିଲା ଭିଜିଲାନ୍ସ || JALESWAR NEWS

ଲାଞ୍ଚ ନେଉ ନେଉ ମାଡ଼ିବସିଲା ଭିଜିଲାନ୍ସ || JALESWAR NEWS

Share with people

ଭିଜିଲାନ୍ସ ଜାଲରେ ଜଳେଶ୍ୱର ମୁନସୀପାଲିଟିର ଡିଲିଂ ଅଫିସର ଏବଂ ଆସିଷ୍ଟାଣ୍ଟ କ୍ଲର୍କ,ବିଲ ପାସ କରିବା ପାଇଁ ଜନୈକ ଠିକାଦାରଙ୍କ ନିକଟରୁ 10 ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ,,ଜଳେଶ୍ୱର ପୌରାଞ୍ଚଳ ଅଧିନସ୍ଥ ସ୍ବଚ୍ଛ ସର୍ବେକ୍ଷଣର ବିଲ ପାସ କରିବା ପାଇଁ 1 ଲକ୍ଷ ଟଙ୍କା ଦାବି କରିଥିଲେ ଡିଲିଂ ଅଫିସର ବ୍ରଜ ଗୋପାଳ ଘୋଷ ଏବଂ ଜୂନିୟର କ୍ଲର୍କ ରତିକାନ୍ତ ପାତ୍ର, ଏବାବଦରେ ଭିଜିଲାନ୍ସକୁ ଜଣାଇଥିଲେ ଠିକାଦାର ଜ୍ୟୋତି ମହାପାତ୍ର, ଏହି ଟିମରେ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ଵରେ ଛଅ ଜଣିଆ ଭିଜିଲାନ୍ସ ଟିମ ରେଡ ଜାରି ରଖିଛନ୍ତି, ନଗଦ 10 ହଜାର ଟଙ୍କା ଜବଦ ହୋଇଛି ||


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *