ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ମହିଳାଙ୍କର ଗଲା ଜୀବନ || KORAPUT NEWS

ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ମହିଳାଙ୍କର ଗଲା ଜୀବନ || KORAPUT NEWS

Share with people

Anchor :-କୋରାପୁଟରେ ଅବସ୍ଥିତ OMP ଉପରଲାଇନରେ ଥିବା ଗୋଟିଏ କ୍ୱାଟରରେ ଗତରାତି ଅଗ୍ନିକାଣ୍ଡ ଘଟିଥିଲା। ସଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାରେ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ହୋଇଛି ମହିଳା ପ୍ରିୟଙ୍କା ପଣ୍ଡା (୨୧), ଯିଏ IRB ରେ କାର୍ଯ୍ୟରତ ଯବାନ ଶିବଶଙ୍କର ପାତ୍ର ଙ୍କ ସ୍ତ୍ରୀ।
ଘଟଣା ସମୟରେ ଘର ଭିତରେ ଥିବା ଶାଶୁ, ପୁଅ, ନାତି ଏବଂ ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୂଚନା ମିଳିବା ସହିତ କୋରାପୁଟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଅଗ୍ନିକୁ ଆୟତ କରିଥିଲେ।ଏହି ଦୁର୍ଭାଗ୍ୟଜନକ ଘଟଣାରେ ସମଗ୍ର ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *