ସ୍ଲାପ୍ପ ପଡି ନାବାଳିକାଙ୍କ ମୃତ୍ୟୁ

ସ୍ଲାପ୍ପ ପଡି ନାବାଳିକାଙ୍କ ମୃତ୍ୟୁ

Share with people

ଭଦ୍ରକ ଜାତୀୟ ରାଜପଥ ଚିଙ୍ଗୁଡ଼ିପୁର ନିକଟରେ ରାଜପଥ ବ୍ରିଜ କାମ ହେଉଥିବା ସମୟରେ ସ୍ଲାପ୍ପ ଜଣେ ପଡି ନାବାଳିକାଙ୍କ ମୃତ୍ୟୁ ପରେ ରାସ୍ତାରେ ଦେଖା ଦେଲା ଉତ୍ତେଜନା ରାଗରେ ଜେସିବି ପଡି ରାସ୍ତା ଅବରୋଧ କଲେ ଲୋକେ | ସୂଚନା ଅନୁଯାଇ ଏମଏସଏଲ କମ୍ପାନୀ ପକ୍ଷରୁ ବିସ୍ତୁପୁର ଛକ ନିକଟରେ ଦୀର୍ଘ ଦିନ ଧରି ବ୍ରିଜ କାମ ଚାଲୁଥିବା ବେଳେ ସ୍ଥାନୀୟ ଭଜ ହରି ମଲିକଙ୍କ କୁନି ଝିଅ କବିତା ମଲ୍ଲିକ ଚାଲିକି ଯାଉଥିବା ସମୟରେ ତାଙ୍କ ଉପରେ ସ୍ଲାପ ଖସି ପଡିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି| ଯାହାକୁ ନେଇ ଘଟଣା ସ୍ଥଳରେ ଦେଖା ଦେଇଥିଲା ଉତ୍ତେଜନା ଏପରିକି ଉତ୍ତେଜିତ ଲୋକେ ଜେସିବିକୁ ନାଆଁ ଲଗାଇ ଦେଇଥିବା ବେଳେ କ୍ଷେତି ପୂରଣ ଦାବିରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି | ପରେ ଧାମନଗର ପୁଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିବା ଜଣା ପଡ଼ିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *