ସମ୍ବଲପୁର ଗସ୍ତରେ ପୋଲିସ ଡିଜି

ସମ୍ବଲପୁର ଗସ୍ତରେ ପୋଲିସ ଡିଜି

Share with people

ହନୁମାନ ଜୟନ୍ତୀ, ରାମନବମୀ କାର୍ଯ୍ୟକ୍ରମରେ ଆଇନ ଶୃଙ୍ଖଳା ପରିସ୍ଥିତିର କରିବେ ସମୀକ୍ଷା

ସମଲେଶ୍ବରୀ ମନ୍ଦିର ଦର୍ଶନ କଲେ ପୋଲିସ ଡିଜି

ସମ୍ବଲପୁର ଗସ୍ତରେ ପୋଲିସ ଡିଜି | ସମ୍ବଲପୁର ଗସ୍ତରେ ଆସି ସମଲେଶ୍ବରୀ ମନ୍ଦିର ଦର୍ଶନ କଲେ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ | ଆଜି ଉତ୍ତରାଂଚଳ ରେଂଜ ଅଧିନରେ ଯୋଗ୍ଯ ବିବେଚିତ ପୋଲିସ କର୍ମଚାରୀଙ୍କୁ ଡିଜିପି ଡିକ୍ସ ପ୍ରଦାନ କରିବାର କାର୍ଯ୍ଯକ୍ରମ ରହିଛି | ଏହା ସହିତ ସମ୍ବଲପୁରରେ ହେବାକୁ ଥିବା ହନୁମାନ ଜୟନ୍ତୀ, ରାମନବମୀ କାର୍ଯ୍ଯକ୍ରମରେ ଆଇନ ଶୃଙ୍ଖଳା ପରିସ୍ଥିତିର ମଧ୍ଯ ସମୀକ୍ଷା କରିବେ | ଏହା ସହ ଉତ୍ତରାଂଚଳ ରେଂଜ ଅଧିନରେ ଥିବା ସମ୍ବଲପୁର, ବରଗଡ, ଝାସୁଗୁଡା, ବଲାଙ୍ଗିର , ସୋନପୁର ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ହେବ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *