ବୋର ୱେଲ ସୁଭାରମ୍ଭ

ବୋର ୱେଲ ସୁଭାରମ୍ଭ

Share with people

ରୋଟାରୀ କ୍ଲବ ଓ ବିଜିଆର କମ୍ପାନୀ ତରଫରୁ ବୋର ୱେଲ ସୁଭାରମ୍ଭ | ସୁନ୍ଦରଗଡ ଜିଲା ହେମଗିର ବ୍ଲକ ସ୍ଥିତ ବିଜିଆର କମ୍ପାନୀ ଓ ରୋଟାରୀ କ୍ଲବ ଜୁବଲି ହିଲ୍ସ ପଲକ୍ଷରୁ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇ ଡୁରୁବଗା,ଲଇକେରା,ମାଝିପଡା,ଚାରପଡା ଠାରେ ବୋର ୱେଲ ଉଦଘାଟନ କରାଯାଇଛି । ଏହି ଅବସରରେ ଶରତ ଚୈଧୁରୀ, ସାମ ପତିବାନ୍ଦଲା, ଡ. ରାମ ପ୍ରସାଦ ଯୋଗ ଦେଇ ଥିବା ବେଳେ ରୋଟାରୀ କ୍ଲବ ଜୁବଲି ହିଲ୍ସର ଡାଇରେକ୍ଟର ସଭାପତି ବାଲକୋଟି ରେଡିଓ,ସମ୍ପାଦକ କମଲାକର ଏଲଭିଭି,ନିଦ୍ଦେର୍ଶକ ରାଜା କ୍ରିଷ୍ଣା,ପ୍ରୋଜେକ୍ଟ ହେଡ୍ ସିଏଚ ଭାନୁ ପ୍ରମୁଖ ଉପସ୍ଥିତ ଥିଲେ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *