ହାଇଦ୍ରାବାଦ ଏଗ୍ରୋ ଇଣ୍ଡଷ୍ଟ୍ରିଜ ରୁ ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରିଥିବା ଯୁବକକୁ ଧରିଲା ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ ପୋଲିସ । ଚୋରି କରିଥିବା ଯୁବକ ହେଲେ ଭୋଗରାଇ ଅଂଚଳର ଗୋପାଳ ବେହେରା । କମର୍ଦା ଥାନା ବଡମନ୍ଦାରୁଣୀ ଗାଁ ର ଶଶୁର ଘରର ଅଳିଆ /ଖତ ଗଦାରୁ ଲୁଚା ଯାଇଥିବା ଟଙ୍କାକୁ ଜବଦ କଲା ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ ପୋଲିସ । କମ୍ପାନୀରେ କାମ କରୁଥିବା ବେଳେ ଚୋରି କରିଥିଲେ ଗୋପାଳ ବେହେରା।
ଭାରତୀୟ ରେଲୱେରେ ସୁରକ୍ଷା ୪.୦
