ଖଲ୍ଲିକୋଟରେ ୧ କୁଇଣ୍ଟାଲରୁ ଅଧିକ ଗୋ ମାଂସ ଜବତ

ଖଲ୍ଲିକୋଟରେ ୧ କୁଇଣ୍ଟାଲରୁ ଅଧିକ ଗୋ ମାଂସ ଜବତ

Share with people

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଗୋ ମାଂସ ଜବତ, ୧୦୦କେଜିରୁ ଅଧିକ ଗୋ ମାଂସ ଜବତ କଲା ଖଲ୍ଲିକୋଟ ବଜରଙ୍ଗୀ ଦଳ I ଖୋର୍ଦ୍ଧାରୁ  ଆକ୍ରମ ଖାନ୍ ନାମକ ଜଣେ ବ୍ୟବସାୟୀ ଏକ ସ୍କୁଟି ରେ ଗୋ ମାଂସ ନେଇ ବ୍ରହ୍ମପୁର ଅଭିମୂଖେ ଯାଉଥିବା ବେଳେ ଖଲ୍ଲିକୋଟ ଅବକାରୀ ବିଭାଗ ଦ୍ଵାରା ବେଆୟିନ ମଦ ଚାଲାଣକାରୀଙ୍କୁ ଧରପଗଡ ଚାଲିଥିବା ବେଳେ ଅବକାରୀ ପୋଲିସ ଏହି ସ୍କୁଟି ଯୋଗେ ଯାଉଥିବା ଆକ୍ରମ୍ ଖାନ୍ ଙ୍କୁ ସନ୍ଦେହ କରି  ବ୍ୟାଗ୍ ଖୋଲିଥିଲେ ଆଉ ବ୍ୟାଗ୍ ରେ ଗୋମାଂସ ଦେଖିବା ପରେ ପରେ ବଜରଙ୍ଗ ଦଳ ଖବର ପାଇ  ଭରଷା ଗାଁ ନିକଟରେ ବଜରଙ୍ଗ ଦଳ ଏହି ଗୋମାଂସ ଚାଲାଣକାରୀ ଠାରୁ ଗୋମାଂସ ଭର୍ତ୍ତି ଦୁଇଟି ବଡ ବ୍ୟାଗ୍ ଓ ସ୍କୁଟି ର ଡିକିରେ ପଲିଥିନରେ ପ୍ୟାକ ହୋଇଥିବା ଗୋମାଂସ ପୁଡିଆକୁ  ଜବତ୍ କରିଥିଲେ I ପରେ ଖଲ୍ଲିକୋଟ ପୋଲିସ କୁ ହସ୍ତାନ୍ତର କରିଥିଲେ I ଖଲ୍ଲିକୋଟ ର କାହାକୁ ଗୋମାଂସ ବିକ୍ରି କରିଥିବା ଅନୁମାନ କରା ଯାଉଛି I ତେବେ କେବେ ଠାରୁ ଏହି ଏହି ବ୍ୟବସାୟୀ ଜଣଙ୍କ ଖଲ୍ଲିକୋଟ ଅଂଚଳ ରେ ଗୋ ମାଂସ ବିକ୍ରି କରି ଆସୁଛି ତାହାକୁ ପୋଲିସ ତଦନ୍ତ ପରେ ସ୍ପଟ ହବ…. ଏହିଭଳି ଗୋ ମାଂସ ବ୍ୟବସୟୀ ଙ୍କ ବିରୋଧ ରେ କୋଠୋର ପଦେକ୍ଷପ ଗ୍ରହଣ କରିବାକୁ ଖଲ୍ଲିକୋଟ ବ୍ରଜରଙ୍ଗ ଦଳ ଦାବିକରିଛି I


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *