ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ।

ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ।

Share with people

ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି।ସକାଳ ୬ଟା ୧୫ ମିନିଟ ସମୟ ରେ ଦଶପଲ୍ଲା ରୁ ନୟାଗଡ଼ ଅଭିମୁଖେ ଆସୁଥିବା ଟ୍ରେନରେ ଦୁର୍ଘଟଣା ଘଟି ଡିହଗାଁ ମଧ୍ୟଭାଗ ମଧୁପୁର ନିକଟେ ଏକ ଜୁବକଙ୍କ ମୁଣ୍ଡ କଟି ଯାଇଥିବା ଜଣାପଡିଛି। ଯୁବକଙ୍କ ଘର ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ କୁଟିବାରି ଅଞ୍ଚଳର ବୋଲି ଜଣାପଡ଼ୁଛି। ଖବର ସଂଗ୍ରହ ସମୟ ଭିତରେ ପୋଲିସ ପହଞ୍ଚି ନାହିଁ ପହଞ୍ଚିବା ପରେ ସମସ୍ତ ତଥ୍ୟ ଓ ସତ୍ୟ ସତ୍ୟ କାରଣ ଜଣା ପଡ଼ିବ I

( ନୟାଗଡ଼ ଜିଲ୍ଲା ଦଶପଲ୍ଲା ରୁ ମାନସ ରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ )


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *