କେବେ ଦେଖି ନଥିବେ ଏମିତି କଇଁଛ

କେବେ ଦେଖି ନଥିବେ ଏମିତି କଇଁଛ

Share with people

ସାନମଣ୍ଡଳୀ ଠାରେ ଦେଖିବାବୁ ମିଳିଲା କଇଁଛ ଦେହରେ ଶଙ୍ଖ ଆବତାରରେ ଜଗନ୍ନାଥଙ୍କ ଦର୍ଶନ ।

କଟକ ଜିଲ୍ଲା ସାନ ମଣ୍ଡଳୀ ଠାରେ ଜଗନ୍ନାଥ ମନ୍ଦିରର ଦେଖିବାକୁ ମିଳିଛି କଛବ ଆବତାରେ ଜଗନ୍ନାଥ ଙ୍କ ଦର୍ଶନ,ସୂଚନା ଅନୁଯାୟୀ ସାନ ମଣ୍ଡଳୀ ର ସମାଜ ସେବି ମାନସ ବେହେରା ଙ୍କ ଧର୍ମ ପତ୍ନୀ ସକାଳୁ ସକାଳୁ ଯାଇଥିଲେ ନିକଟସ୍ତ ଜଗନ୍ନାଥ ମନ୍ଦିର କୁ ଦର୍ଶନ କରିବା ପାଇଁ ମନ୍ଦିର ଭିତରେ ଦେଖି ବାକୁ ପାଇଥିଲେ ଏକ ବିଚିତ୍ର କଇଁଛ, ଦେଖି ବିସ୍ମିତ ହୋଇଯାଇଥିଲେ ଏଭଳି ବିଚିତ୍ର କଇଁଛ କୁ ଦେଖି କଇଁଛ ଦେହରେ ବିଚିତ୍ର ଶଙ୍ଖ ଆକୃତିର ଦେଖିବାକୁ ମିଳିଥିଲା ସ୍ଥାନୀୟ ପୂଜାରୀ ଏହାକୁ ଦେଖି କହିଥିଲେ କାର୍ତ୍ତିକ ମାସରେ ଏପରି ବିଚିତ୍ର କଇଁଛ ଆମେ କେବେ ଦେଖିନାହୁଁ ଏ ହେଉଛି ସ୍ୱୟଂ ଜଗନ୍ନାଥ ମହା ପ୍ରଭୁ କଇଁଛ ଦେହରେ ଶଙ୍ଖ ଆକୃତି ରେ ଆସିଛନ୍ତି ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା , ସ୍ଥାନୀୟ ଗ୍ରାମ ବାସି ପୂଜା ଅର୍ଚ୍ଚନା କରିବା ସହିତ ହୂଳ ହୁଳହୁଳି ପକାଇ ମହା ନଦୀକୁ ଛାଡ଼ି ଦେଇ ଥିବାର ଦେଖିବାକୁ ମିଳିଥିଲା ।

[ ରିପୋର୍ଟ୍- ରାଜେଶ୍ କୁମାର ସାହୁ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *