ରାସ୍ତା ପାଖ ଗଡିଆରେ କାହାର ପଡିଛି ମୃତ ଦେହ,ତଦନ୍ତ କରୁଛି ପୋଲିସ || DHENKANAL NEWS

ରାସ୍ତା ପାଖ ଗଡିଆରେ କାହାର ପଡିଛି ମୃତ ଦେହ,ତଦନ୍ତ କରୁଛି ପୋଲିସ || DHENKANAL NEWS

Share with people

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର କଇଁବିଲି ଗାଁ ଛକ ନିକଟ ଗାଡ଼ିଆରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦେହଟି ପ୍ରାୟ ୩ ରୁ ୪ ଦିନର ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ତେବେ ବ୍ୟକ୍ତି ଜଣଙ୍କ କିଏ ଏବଂ କିପରି ଗାଡ଼ିଆରେ ପଡି ମୃତ୍ୟୁ ବରଣ କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଯାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି କାମାକ୍ଷାନଗର ପୋଲିସ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *