ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଜବତ. ବିହାର ଅଂଚଳର ଯୁବତୀ ଯୁବକ ଗିରଫ ||

ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଜବତ. ବିହାର ଅଂଚଳର ଯୁବତୀ ଯୁବକ ଗିରଫ ||

Share with people

ଭୁବନେଶ୍ୱର ରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ହେଉଥିଲା ଗଂଜେଇ ଚାଲାଣ,ଏହି ଟ୍ରେନରେ ବିହାର ଅଂଚଳର ଜଣେ ଯୁବତୀ ଓ ଯୁବକ ତିନିଟି ଆଟ୍ଟାଚିରେ ଚୋରା ଗଞ୍ଜେଇ ନେଇ ଯାଉଥିବା ସୂଚନା ପାଇ ଥିଲା ଭଦ୍ରକ ଆରପିଫ | ସୂଚନା ଅନୁଯାଇ ଭଦ୍ରକ ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ତିନୋଟି ଆଟଚିରେ ଚୋରା ଗଞ୍ଜେଇ ନେଇ ଯାଉଥିବା ସମୟରେ ଭଦ୍ରକ ଆରପିଏଫ ପୋଲିସ ଦ୍ୱାରା ଜବତ, ଏହି ଘଟଣା ରେ ଜଣେ ଯୁବତୀ ଜଣେ ଯୁବକ ଗିରଫ ହୋଇଛନ୍ତି ,ଦୁଇ ଜ ଙ୍କ ଘର ବିହାର ବୋଲି ଜଣା ପଡି ଥିବା ବେଳେ ଭୁବନେଶ୍ୱର ରୁ ଦିଲ୍ଲୀ ଯାଉଥିବା ବେଳେ ଧରା ପଡିଲେ ଦୁଇ ଗଞ୍ଜେଇ ମାଫିଆ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *