5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ମାଡି ବସିଲା ଭିଜିଲାନ୍ସ ଟିମ୍I
ଭିଜିଲାନ୍ସ ଜାଲରେ ତିଗିରିଆ ଏସ୍ଆଇ ପ୍ରଦୀପ ବେହେରା
ଫସି ଗଲେ କଟକ ଜିଲ୍ଲା ତିଗିରିଆ ଥାନାର କାର୍ଯ୍ୟରତ ଏସ୍ଆଇ ପ୍ରଦୀପ କୁମାର ।5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ମାଡି ବସିଲା ଭିଜିଲାନ୍ସ ଟିମ୍ I
ଏକ କେସକୁ ରଫାଦଫା କରିବା ପାଇଁ 5 ହଜାର ଟଙ୍କ ନେଉଥିଲେ ଲାଞ୍ଚ l ତାଙ୍କ ନିକଟରୁ ଲାଞ୍ଚ ନଗଦ 5 ହଜାର ଟଙ୍କା ଜବତ କରାଯାଇଛି l ଏବେ ଭିଜିଲାନ୍ସ ଏ ଏସ ଆଇ ପ୍ରଦୀପ କୁ ଅଟକ ରଖି ଖୋଳତାଡ଼ ରଖିଛି ଜାରୀ,ଅଧିକ ତଦନ୍ତ ପାଇଁ ତାଙ୍କ ଘର କୁ ଯାଇ ବିଭିନ୍ନ ଦିଗରେ ଖୋଳତାଡ଼ ଚାଲୁ ରଖିଛି l ଚଢ଼ାଉ ରେ ଭିଜିଲାନ୍ସ ବିଭାର 9 ଜଣିଆ ଟିମ ସାମିଲ ଟିମ ରେ ଭିଜିଲାନ୍ସ ବିଭାଗ ର 3 ଜଣ ଡ଼ି ଏସ ପି ମଧ୍ୟ ରହିଛନ୍ତି l


