MAYURBHANJ -: ୧୪ ଫୁଟର ଅହିରାଜ ଉଦ୍ଧାର। ବନ ବିଭାଗ ସହିତ ସ୍ନେକ ହେଲ୍ପ ଲାଇନ ସଦସ୍ୟ କରିଲେ ଉଦ୍ଧାର। କପ୍ତିପଦା ବନାଞ୍ଚଳ ପଦ୍ମପୋଖରୀ ଗ୍ରାମରେ ଏକ ଵିଲ ନିକଟରେ ବିଶାଳ ଅହିରାଜ ପଶିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ବନ ବିଭାଗ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପହଞ୍ଚି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଏବଂ ବନ ବିଭାଗ ମିଳିତ ଭାବେ ୧୪ ଫୁଟ ଲମ୍ବର ଅହିରାଜକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି |


