ବାଇକ ଓ ବୋଲର ଗାଡ଼ି ଦୁର୍ଘଟଣାରେ ଦୁଇ ଗୁରୁତର

ବାଇକ ଓ ବୋଲର ଗାଡ଼ି ଦୁର୍ଘଟଣାରେ ଦୁଇ ଗୁରୁତର

Share with people

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ନାରିଙ୍ଗଯୋଡି ଛକ ନିକଟରେ ବାଇକ ଓ ବୋଲର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଦୁଇ ବାଇକ୍ ଚାଳକ ଛିଟିକି ପଡ଼ିଥିଲେ I ସେହି ଦୁଇ ଜଣ କାକୁଡ଼ି ପଦର ଗ୍ରାମର ପିଲା ଗୋବିନ୍ଦ ଝୋଡିଆ, ଓ କେଶବ ଝୋଡିଆ ବୋଲି ସୂଚନା ମିଳିଛି । ଯେଉଁ ଛକରେ ଦୁର୍ଘଟଣାରେ ଘଟିଥିଲା ସେହି ପାଖ ଲୋକେ ଦେଖି ପରିବାର ବର୍ଗଙ୍କୁ ଜଣାଇବା ସହ ତୁରନ୍ତ କୈାଣସି ଏକ ଗାଡ଼ି ଯୋଗେ ଉଷା ପଡା ସ୍ଥିଚ ଉତ୍କଳ ଆଲୁମିନା ମେଡିକାଲରେ ଭର୍ତି କରା ଯାଇଥିଲା ଓ ଦୁହେଁ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ କୋରାପୁଟ ଜିଲା ଚିକିତ୍ସା କୁ ସ୍ଥାନାନ୍ତରିତ କରାଯାଇଥିବା ଖବର ଆସିଛି ।

[ ରିପୋର୍ଟ-ପ୍ରଫୁଲ୍ଲ କୁମାର ବେହେରା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *