ବସୁନ୍ଧରାର ଠାରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ

ବସୁନ୍ଧରାର ଠାରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ

Share with people

ସୁନ୍ଦରଗଡ ଜିଲା ହେମଗିର ବ୍ଲକ ସ୍ଥିତ ବସୁନ୍ଧରାର ଆମ୍ବେଦକର ଛକ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ୭୬ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ମହାଲକ୍ଷ୍ମୀ ଏରିଆର ପ୍ରକଳ୍ପ ଅଧିକାରୀ ପିକେ ନାଏକ ଯୋଗଦେଇ ପତାକା ଉତୋଳନ କରିଥିଲେ । ଏହି ଅବସରରେ ମହାଲକ୍ଷ୍ମୀ ଏରିଆର ମ୍ୟାନେଜର ଏମ ଚନ୍ଦ୍ରଶେଖର,ସେଫ୍ଟି ଅଫିସର ଏସ୍ ବି ସିହ୍ନା,ପ୍ରଜେକ୍ଟ ଅଫିସର ବଲରାମ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆମ୍ବେଦକର କ୍ଲବ ଏବଂ ଶିଷ୍ଟାର ସଭାପତି କୁଲେଶ୍ୱର ମହାନନ୍ଦିଆ,ସଭାନେତ୍ରୀ କ୍ଷୀରାଦ୍ଧି କାଲୋ,ପ୍ରଗତୀ କାଲୋ,ଯୁଗ୍ମ ସଂପାଦକ ବଜରଙ୍ଗ ଲାଲ ମିଞ୍ଜ, ବସୁନ୍ଧରା ଏରିଆର ସଭାପତି ଶିଶୁ ପାଲସିଂ,କୋଷାଧ୍ୟକ୍ଷ ଚନ୍ଦ୍ର ମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *