ବର୍ଷା ପାଣିରେ ବୁଡ଼ି ରହିଛନ୍ତି ବାବା ଭୁଷୁଣ୍ଡେଶ୍ଵର

ବର୍ଷା ପାଣିରେ ବୁଡ଼ି ରହିଛନ୍ତି ବାବା ଭୁଷୁଣ୍ଡେଶ୍ଵର

Share with people

ଦୁଇ ଦିନ ହେଲାଣି ୫ଫୁଟ ପାଣିରେ ବୁଡ଼ି ରହିଛନ୍ତି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭୀରଗଡି ଠାରେ ଅବସ୍ଥିତ ଏସିଆର ସର୍ବବୃହତ ଶିବଲିଙ୍ଗ ବାବା ଭୁଷଣ୍ଡେଶ୍ବର

କଲବଲ କରୁଛି ବର୍ଷା, ବାଦ ପଡ଼ିଲାନି ବାବାଙ୍କ ମନ୍ଦିର

ଲଗାଣ ବର୍ଷା ପ୍ରଭାବରେ ପାଣିରେ ବୁଡି ରହିଛନ୍ତି ବାବା ଭୁଷଣ୍ଡେଶ୍ୱର । ଦୁଇ ଦିନ ହେଲାଣି ୫ଫୁଟ ପାଣିରେ ଭୁଷଣ୍ଡେଶ୍ୱର । ଦେଶ ବିଦେଶରୁ ପ୍ରତ୍ୟେକ ଦିନ ଶତାଧିକ ପର୍ଯ୍ୟଟକ ମାନେ ବାବାଙ୍କୁ ଦର୍ଶନ ଦର୍ଶନ କରିବାକୁ ଆସିଥାନ୍ତି ହେଲେ ଗତ ୩ ଦିନ ଧରି ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିବା ବେଳେ ୫ ଫୁଟ ପାଣିରେ ବାବା ଭୁଷଣ୍ଡେଶ୍ବର ଥିବା ବେଳେ ପୂଜାର୍ଚ୍ଚନା ମଧ୍ଯ ବନ୍ଦ ରହିଛି । ଏସିଆର ସର୍ବ ବୃହତ ଶିବଲିଙ୍ଗ ବାବା ଭୁସେଣ୍ଡେଶ୍ବର ମନ୍ଦିର ସରକାରଙ୍କ ଅଧୀନରେ ଥିବା ବେଳେ ବାରମ୍ବାର ଏଭଳି ପାଣି ଘେରରେ ବାବା ବୁଡି ରହୁଥିବା ବେଳେ ପ୍ରଶାସନ ଏ ପର୍ଯ୍ୟନ୍ତ କାହିଁକି ବ୍ୟବସ୍ଥା କରୁନାହିଁ ହଜାର ହଜାର ଶିବ ଭକ୍ତଙ୍କ ପାଇଁ ବିଡ଼ମ୍ବନାର ବିଷୟ ପାଲଟିଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *