ବନ୍ଧା ହେଲେ କେବିଙ୍କ ଡୁପ୍ଲିକେଟ ପିଏ ଏବଂ ଓଏସଡି ।

ବନ୍ଧା ହେଲେ କେବିଙ୍କ ଡୁପ୍ଲିକେଟ ପିଏ ଏବଂ ଓଏସଡି ।

Share with people

ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଙ୍କ ନାରେ ଚଳାଇଥିଲେ ବେପାର । ଲୋକ ଙ୍କୁ କନକବର୍ଦ୍ଧନ ସିଂଦେଓ ଙ୍କ ଓଏସଡି ଏବଂ ପିଏ କହି ଚାକିରୀ କରାଇ ଦେବାକୁ କହି ଲୁଟ କରୁଥିଲେ ଦୁଇ ଠକ । ଏ ବିଷୟ ରେ ଖବର ପାଇ ପାଟଣାଗଡ ପୋଲିସ ନିଜେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପାଟଣାଗଡ ଥାନା ବିଲାଇସାଥି ଗ୍ରାମ ର ବୁଦ୍ଧଦେବ ସାହୁ ଏବଂ ସାଲେପାଲି ଗ୍ରାମ.ର ଶୁଶିଲ ରାଓ କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ସେମାନ କନକ ବର୍ଦ୍ଧନ ସିଂହଦେଓ ଙ୍କ ବ୍ୟକ୍ତିଗତ ସହାୟକ ଏବଂ ଓଏସଡି ପରିଚୟ ଦେଇ 3 ଜଣ ଙ୍କ ଠାରୁ ଆଉଟସୋର୍ସିଂ ରେ ଚାକିରୀ ଦେବାକୁ କହି 2 ଲକ୍ଷ 10 ହଜାର ଟଙ୍କା ଠକିଥିବା ବେଳେ ଅଧିକ ତଦନ୍ତ ଯାରୀ ରହିଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀ ।

Caption can be used to add info

[ ରିପୋର୍ଟ-ପଲସି ବରିହା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *