ହାତୀ ଉଦ୍ଧାର ସମୟର ଭିଡ଼ିଓ ହେଲା ଭାଇରାଲ
ମଝିରେ ଫଶି ଯାଇଥିଲା ହାତୀ। କେମିତି ସେଠାରୁ ମୁକୁଳିବ କିଛି ଜାଣିପାରୁନଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟିକୁ ଭଲ ଭାବରେ ଦେଖନ୍ତୁ। କିଭଳି ହାତୀଟି ପାହାଡ ମଝିରେ ଫଶିଯାଇଛି। କିଛି ଲୋକ ଦେଖିବାକୁ ପରେ କ୍ରେନ ସାହାଯ୍ୟରେ ତାକୁ ଉଦ୍ଧାର କରିଥିଲେ। ହେଲେ ହାତୀଟି ସେଠାକୁ କିପରି ଗଲା ତାହାକୁ ନେଇ ୟୁଜର୍ସମାନେ ସୋସିଆଲ ମିଡ଼ିଆରେ ପ୍ରଶ୍ନ କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି।

