ସମ୍ବଲପୁର ରେ ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ସମ୍ବଲପୁର ରେ ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

Share with people

ସମ୍ବଲପୁର ଦୁର୍ଗାପାଲି ସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟ ଠାରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ନିଜର ଅଭିଯୋଗ ଶୁଣାଇଲେ ଲୋକେ

ସମ୍ବଲପୁର ଦୁର୍ଗାପାଲି ସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟ ଠାରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି l ଅଭିଯୋଗ ଶୁଣାଣି ରେ ମୁଖ୍ୟମନ୍ତ୍ରୀ, ସମସ୍ତ ବିଭାଗର ସଚିବ ତଥା ସରକାର ଙ୍କ ମନ୍ତ୍ରୀମଣ୍ଡଳ ର ସମସ୍ତ ମନ୍ତ୍ରୀ ପହଞ୍ଚିଛନ୍ତି l ମୁଖ୍ୟମନ୍ତ୍ରୀ ମହାନଗର କାର୍ଯ୍ୟାଳୟ ପହଞ୍ଚିବା କ୍ଷଣି ପ୍ରଥମେ ଦିବ୍ୟାଙ୍ଗ ମାନଙ୍କୁ ଭେଟି ତାଙ୍କର ସମସ୍ୟା ଶୁଣୁଥିଲେ l ଜଣ ଜଣ କରି ତାଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ସହ ନିଜ ନିଜର ସମସ୍ୟା ବିଷୟରେ ଆଲୋଚନା କରି ବେସ ଖୁସି ବ୍ୟକ୍ତ କରିଛନ୍ତି ଦିବ୍ୟାଙ୍ଗ ଅଭିଯୋଗକାରି ମାନେ l ଏହାପରେ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଯୋଗ ପ୍ରକଷ୍ଠକୁ ଯାଇଥିଲେ l ସେଠାରେ ବର୍ତ୍ତମାନ ଲୋକଙ୍କ ଅଭିଯୋଗ ଶୁଣିବା ଆରମ୍ଭ କରିଛନ୍ତି l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *