ନକଲି ସୁନା ବନ୍ଧକ ଦେଇ ବ୍ୟାଙ୍କ୍ରୁ ଠକିନେଲେ 85ଲକ୍ଷ ଟଙ୍କା || KANDHMAL NEWS

ନକଲି ସୁନା ବନ୍ଧକ ଦେଇ ବ୍ୟାଙ୍କ୍ରୁ ଠକିନେଲେ 85ଲକ୍ଷ ଟଙ୍କା || KANDHMAL NEWS

Share with people

ବାଲିଗୁଡ଼ାରେ ୟୁକୋ ବ୍ୟାଙ୍କରୁ ନକଲି ସୁନା ବନ୍ଧକ ରଖି ଟଙ୍କା ନେଇଥିଲେ ସଂପୃକ୍ତ ବ୍ୟବସାୟୀ ପି. ସତ୍ୟରାମ ଆଚାରୀ । ୩ କର୍ମଚାରୀଙ୍କ ନାଁରେ ନକଲି ସୁନା ଦେଇ ନେଇଥିଲେ ୮୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ୩ କର୍ମଚାରୀ ରୁନୁବାଳା ପ୍ରଧାନ, ସୂଦୀପ୍ତା ନାୟକ ଓ ଜି.ସିମାଞ୍ଚଳ ରେଡିଙ୍କ ନାଁ ରେ ନକଲି ସୁନା ଓ ଫେକ ଦସ୍ତାବିଜ ଦେଇ 14 ଟି ଫେକ ଲୋନ ମଞ୍ଜୁରୀ କରାଇଥିଲେ l ୩ କର୍ମଚାରୀ ଙ୍କ ଆକାଉଣ୍ଟ ରେ ଆସିଥିବା ମୋଟ 85 ଲକ୍ଷ 86 ହଜାର ଟଙ୍କା ହଡ଼ପ କରି ନିଜ ସୁନା ଦୋକାନ ବନ୍ଦ କରି ବାଲିଗୁଡା ରୁ ଫେରାର ହୋଇଥିଲେ ପି. ସତ୍ୟରାମ ଅଚାରୀ l ଏ ସଂକ୍ରାନ୍ତରେ ଜାଣିପାରି ବ୍ୟାଙ୍କ କର୍ତ୍ତୃପକ୍ଷ ଥାନାରେ ଏତଲା ଦେବା ପରେ ତାଙ୍କୁ ଗିରଫ କରିଥଛି ପୋଲିସ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *