ଟ୍ରକ୍ ଡ୍ରାଇଭର କୋଟ ଚାଲଣ

ଟ୍ରକ୍ ଡ୍ରାଇଭର କୋଟ ଚାଲଣ

Share with people

ଦୁଘଟଣା ଘଟାଇ ଦୁଇଜଣଙ୍କ ଜୀବନ ନେବା ପରେ ଘଟଣାସ୍ଥଳରୁ ଫେରାର ମାରୁଥିବା ଡ୍ରାଇଭରକୁ ଧରିଲେ ଅଞ୍ଚଳବାସୀ

ଦୁର୍ଘଟଣାରେ ଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ

ଗତ ସୋମବାର ଦିନ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଆଦର୍ଶ ବିଦ୍ୟାଳୟ ଛକ ରେ ୨୍ର ଜଣ ବାଇକ୍ ଆରୋହି ଜୁବକଙ୍କୁ ଏକ ଗ୍ୟାସ ବୋଝେଇ ଧକ୍କା ଦେବା ପରେ ଦୁର୍ଘଟଣା ଯୋଗୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା I ସେପଟେ ଦୁର୍ଘଟଣା ଘଟାଇ ପାଟଣାଗଡ଼ ବ୍ଳକ ନିକଟରେ ଟ୍ରକ୍ କୁ ଛାଡ଼ି ଡ୍ରାଇଭର ଫେରାର ମାରୁଥିବା ବେଳେ କେତକ ସ୍ଥାନୀୟ ଲୋକେ ଅତାକୁ କାବୁ କରି ପୋଲିସର ଜିମା ଦେଇଥିଲେ I ଅଭିଯୁକ୍ତ ଡ଼୍ରାଇଭର ଜଣକ ହେଲେ ଅନୁଗୁଳ ଜିଲ୍ଲା ଭାରତପୁର ଥାନା ଲକ୍ଷ୍ମଣ ବେହେରା I ପୋଲିସ ଅଭିଯୁକ୍ତ ଡ଼୍ରାଇଭରକୁ ଅଟକ ରଖି ଅଧିକ ପଚ଼ରା ଉଚୁରା କରିବା ପରେ କୋଟ ଚାଲାଣ କରିଛି I ଅନ୍ୟପଟେ ବେଲପଡ଼ା ପୋଲିସ ଟ୍ରକକୁ ଜବତ କରିଥିବା ଜଣାପଡିଛି I

( ବଲାଙ୍ଗୀର ଜିଲ୍ଲାରୁ ପଲସି ବରିହାଙ୍କ ରିପୋର୍ଟ )


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *