ଦୀପାବଳି ପୂର୍ବରୁ ଅଘଟଣ ବାଣ ନିଆଁରେ ଜଳିଗଲେ ଦାଦା ପୁତୁରା || DHENKANAL NEWS

ଦୀପାବଳି ପୂର୍ବରୁ ଅଘଟଣ ବାଣ ନିଆଁରେ ଜଳିଗଲେ ଦାଦା ପୁତୁରା || DHENKANAL NEWS

Share with people

ଦିପାବଳୀ ପୂର୍ବରୁ ଅଘଟଣ,ବାଣ ବିସ୍ଫୋରଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ବାଣ ବିସ୍ଫୋରଣରେ ସମ୍ପର୍କୀୟ ଦାଦା ପୁତୁରା ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳରେ ଘଟିଛି ଅଘଟଣ। ବାଣ ଫୁଟାଉଥିବା ବେଳେ ଅସାବଧାନତା ବସତଃ ଏକାଧିକ ବାଣ ବିସ୍ଫୋରଣ ଘଟିଥିଲା। ଫଳରେ ଦାଦା ବିଜୟ ଖୁଣ୍ଟିଆ ଓ ୧୨ ବର୍ଷୀୟ ପୁତୁରା ରୁତୁରାଜ ଖୁଣ୍ଟିଆ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *