‘ଦଶପଲ୍ଲା ଥାନାରେ ମୋବାଇଲ ଓ ବାଇକ ପାଇଁ ଲୋକଙ୍କ ଭିଡ’

‘ଦଶପଲ୍ଲା ଥାନାରେ ମୋବାଇଲ ଓ ବାଇକ ପାଇଁ ଲୋକଙ୍କ ଭିଡ’

Share with people

୩୪ଗୋଟି ଚୋରା ବାଇକ ସହିତ ୨୫ଗୋଟି ଚୋରା ମୋବାଇଲ ସେଟ ମାଲିକ ମାନଙ୍କୁ ଥାନା ପରିସରରେ ଦିଆଯାଇଛି।

୩୪ଟି ଚୋରା ବାଇକ ଜବତ ପରେ ମାଲିକଙ୍କୁ ହସ୍ତାନ୍ତର :

୩୪ ଟି ଚୋରା ବାଇକ ଜବତ ପରେ ମାଲିକ ଙ୍କୁ ହସ୍ତାନ୍ତର :
ଦଶପଲ୍ଲା ଅଞ୍ଚଳରେ ବାଇକ ଚୋରି ବଢ଼ି ଚାଲିଥିବା ବେଳେ ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରା ଓ ନୟାଗଡ଼ ଏ.ଏସ.ପି ରାହୁଲ୍ ଜୋନ ଚୋରୀକୁ ରୋକିବା ପାଇଁ ଅହରହ ଚେଷ୍ଟା ଜାରିରଖୁଥିଲେ।ବିଗତ ଦିନରେ ଏକ ବଡ଼ ରାକେଟ ‘କୁ ଠାବ କରିବା ସହ ୩୪ ଗୋଟି ଚୋରା ବାଇକ ଜବତ କରିଥିଲେ। ଏହା ହେଉଛି ଦଶପଲ୍ଲା ପୋଲିସ ର ବଡ଼ ସଫଳତା। ତେବେ ଆଜି ୩୪ଗୋଟି ଚୋରା ବାଇକ ସହିତ ୨୫ଗୋଟି ଚୋରା ମୋବାଇଲ ସେଟ ମାଲିକ ମାନଙ୍କୁ ଥାନା ପରିସରରେ ଦିଆଯାଇଛି। । ଏହି ଅବସରରେ ଆରକ୍ଷୀ ଅଧୂକ୍ଷକ ରାହୁଲ ଜୈନ, ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରା ଓ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *