ଉଦୟପୁର ବେଳାଭୂମିରେ ଖୋଲିଛି ଓପନ ବାର

ଉଦୟପୁର ବେଳାଭୂମିରେ ଖୋଲିଛି ଓପନ ବାର

Share with people

ବେଳା ଭୂମିରେ ମୁକ୍ତ ଆକଶ ବାର। ଖୁଲମ୍ ଖୁଲା ବେଧଡକ ଚାଲିଛି ମଦ ବେପାର। ଗିତର ତାଳେ ତାଳେ ନାଚୁଛନ୍ତି ଯୁବତୀ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଉଦୟ ପୁର ବେଳା ଭୂମିରେ । ତାଳସାରି ମେରାଇନ୍ ଥାନା ପାଖରୁ ମାତ୍ର ୫୦୦ ମିଟର ଦୁରରେ ଏଭଳି ଚାଲିଛି ମଦ ନିଶାରେ ଉନ୍ମତୋ ଡେନ୍ସ । ପୋଲିସ ସାଜିଛି ନିରବ ଦ୍ରଷ୍ଟା। ଯାହା ସ୍ତାନିୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ଭୋଗରାଇ ବିଧାୟକ ଗୈାତ୍ତମ ବୁଦ୍ଧ ଦାସ ପ୍ରସାସନର ସ୍ତାଣୁତାକୁ ନେଇ ପ୍ରସ୍ନ ଉଠାଇଛନ୍ତି ।

ବେଳାଭୂମିରେ ମଦର ଆସର ଡ୍ରେସ ଖୋଲି ନାଚୁଛନ୍ତି ଯୁବତୀ || BALASORE NEWS

ଝୁମ ବରାବର ଝୁମ ସରାବି। ଟେବୁଲ ଉପରେ ମାଳ ମାଳ ହେଇ ବସିଛି ମଦ ବୋତଲ। ଗିତର ତାଳ ତାଳେ ଯୁବତୀ। ଏ ହେଉଛି ଖୁଲା ଆକାଶ ତଳେ ଉଦୟ ପୁର ବେଳାଭୁମି ର ଦୃଶ୍ୟ। ଖୁଲିଛି ଓପନ ଓ୍ବାଇନ ବାର। କୈଣସି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ନୁହେଁ । କେତେକ ପର୍ଯ୍ୟଟକ ଆଇନ୍ କୁ ଉଲଙ୍ଘନ କରି ସାମାଜିକ ବ୍ୟବସ୍ଥର ଧଜିଆ ଉଡାଇ ମେଲାଇଛନ୍ତି ମଦର ପଶରା। ଏ ଦୃଶ୍ୟ ବାଲେଶ୍ବର ପଶ୍ଚିମବଙ୍ଗ ଶିମାନ୍ତ ଉଦୟ ପୁର ବେଳାଭୁମି ରେ ରୋମିଓ ଙ୍କ ଉନ୍ମତ୍ତ କାଣ୍ଡ। ତାଳସାରି ଥାନା ପାଖରୁ ମାତ୍ର ୫୦୦ ମିଟର ଦୁରରେ ଏଭଳି ବେଧଡକ ଅସାମାଜିକ କାର୍ଯ୍ୟଚାଲିଥିଲେ ବି ପୋଲିସ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଲୋକେ। ଯୁଆଡେ ଚାହିଁବେ ସିଆଡେ ମଦ ହିଁ ମଦ। ଏଭଳି ଦୃଶ୍ୟ ଦେଖି ବହୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି ‌।ଝୁମ ବରାବର ଝୁମ ସରାବି। ଟେବୁଲ ଉପରେ ମାଳ ମାଳ ହେଇ ବସିଛି ମଦ ବୋତଲ। ଗିତର ତାଳ ତାଳେ ଯୁବତୀ। ଏ ହେଉଛି ଖୁଲା ଆକାଶ ତଳେ ଉଦୟ ପୁର ବେଳାଭୁମି ର ଦୃଶ୍ୟ। ଖୁଲିଛି ଓପନ ଓ୍ବାଇନ ବାର। କୈଣସି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ନୁହେଁ । କେତେକ ପର୍ଯ୍ୟଟକ ଆଇନ୍ କୁ ଉଲଙ୍ଘନ କରି ସାମାଜିକ ବ୍ୟବସ୍ଥର ଧଜିଆ ଉଡାଇ ମେଲାଇଛନ୍ତି ମଦର ପଶରା। ଏ ଦୃଶ୍ୟ ବାଲେଶ୍ବର ପଶ୍ଚିମବଙ୍ଗ ଶିମାନ୍ତ ଉଦୟ ପୁର ବେଳାଭୁମି ରେ ରୋମିଓ ଙ୍କ ଉନ୍ମତ୍ତ କାଣ୍ଡ। ତାଳସାରି ଥାନା ପାଖରୁ ମାତ୍ର ୫୦୦ ମିଟର ଦୁରରେ ଏଭଳି ବେଧଡକ ଅସାମାଜିକ କାର୍ଯ୍ୟଚାଲିଥିଲେ ବି ପୋଲିସ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଲୋକେ। ଯୁଆଡେ ଚାହିଁବେ ସିଆଡେ ମଦ ହିଁ ମଦ। ଏଭଳି ଦୃଶ୍ୟ ଦେଖି ବହୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି ‌।

ଖୁଲମଖୁଲା ଏଭଳି ଅଶୋଭନିୟ ଘଟଣା କୁ ପ୍ରଶ୍ରୟ ଦେଉଛି କିଏ। ଏହି ବେଳା ଭୁମିରେ ଚାଲିଛି ଅବାଧ ନିଶା କାରବାର। ଗଞ୍ଜେଇ, ମଦ, ବ୍ରାଉନ ସୁଗାର, ହୁକ୍କା ଯୁବତୀଙ୍କୁ ଆଣି ନିଶା ଖୁଆଇ ନେଉଛନ୍ତି ଡେସ୍ସ ର ମଜା। ଏ ସବୁ ଘଟଣା ଲଗାତାର ବଡି ଚାଲିଛି। କିନ୍ତୁ ତାଳସାରି ପୋଲିସ ଅସାମାଜିକ ବ୍ୟକ୍ତିଙ୍କ ପାଖରୁ ଟଙ୍କା ନେଇ ଚୁପ୍ ବସୁଛି ବୋଲି ଅଭିଯୋଗ ହେଇଛି। ପଶ୍ଚିମବଙ୍ଗ ସିମାନ୍ତ ଡନ୍ ଛକ ଉଦୟପୁର ବଡ଼ର, ଓ ତାଳସାରି ବେଳାଭୂମି, ଏବେ ବାର ପାଲଟିଛି କିନ୍ତୁ ଏ ଦିଗରେ କାହାରି ଟିକିଏବି ନିଘା ନାହିଁ। ନିଷା ମାଫିଆ ମାନେ ବେଧଡକ ବେପାର ଯୋଗୁଁ ପ୍ରତିଦିନ ଗୋଣ୍ଡୋଗଳ ଲୁଟ ର ସିକାର ହେଉଛନ୍ତି ବାହାର ଦେଶରୁ ଆସିଥିବା ପର୍ଯ୍ୟଟକ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *