ଟ୍ରକ ଓ ସ୍କୁଟି ମୁହାଁମୁହିଁ ଧକ୍କା,ସ୍କୁଟି ଚାଳକଙ୍କ ଗଲା ଜୀବନ ||

ଟ୍ରକ ଓ ସ୍କୁଟି ମୁହାଁମୁହିଁ ଧକ୍କା,ସ୍କୁଟି ଚାଳକଙ୍କ ଗଲା ଜୀବନ ||

Share with people

କୋରାପୁଟ ସୁନାବେଡା ଜାତିୟ ରାଜପଥର 26 ର ଭବାନୀ ନଗରରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣା ସ୍ଥଳରେ ସ୍କୁଟି ଆରୋହିଙ୍କ ମୃତ ହୋଇଛି । ସ୍କୁଟି ଚାଳକ ଜଣକ ସିମିଳିଗୁଡାରୁ କୋରାପୁଟ ଫେରୁଥିଲେ। ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ସ୍କୁଟି ଆରୋହି ମୃତ୍ୟୁ ହୋଇଥିଲା। ମୃତ ସ୍କୁଟି ଆରୋହିଙ୍କ ପରିଚୟ ମିଳିପାରି ନାହିଁ। ଘଟଣା ସ୍ଥଳରେ କୋରାପୁଟ ଟାଉନ୍ ପୁଲିସ ପହଞ୍ଚି ଟ୍ରକ୍କୁ ଜବତ୍ କରିବା ସହ ଡ୍ରାଇଭରକୁ ଅଟକ ରଖିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *