ଘର ନିକଟ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ତାରେ ଠାବ ହେଲା ଯୁବକଙ୍କ ମୃତଦେହ

ଘର ନିକଟ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ତାରେ ଠାବ ହେଲା ଯୁବକଙ୍କ ମୃତଦେହ

Share with people

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ପଥୁରିପଡା ବରପୁଟ ମଝି ସାହି ର ମୃତ ଭୁବନ ସ୍ଵାଇଁ ପୁତ୍ର ମୃତ ରବୀନ୍ଦ୍ର କୁମାର ସ୍ବାଇଁ , ବୟସ ୩୧ ଘର ନିକଟରେ ଥିବା ଏକ ତେନ୍ତୁଳି ଗଛ ରେ ଝୁଲନ୍ତା ଅବସ୍ଥାରେ ଗ୍ରାମ ବାସି ଦେଖିବାକୁ ପାଇଥିଲେ ,ସୂଚନା ଅନୁଯାୟୀ ମୂତ ରବୀନ୍ଦ୍ର ସ୍ବାଇଁ ଏକ ଭଡା ଅଟୋ ଭଡା ନେଇ ଯାଇଥିଲେ ଆଉ ଘରକୁ ଫେରି ନଥିଲେ ଘାରେ ଖୋଜା ଖିଜି କରିବା ସହିତ କୌଣସି ସନ୍ଧାନ ପାଇ ନଥିଲେ ,ଜଣେ ମେଳାପି ଭଦ୍ର ବ୍ୟକ୍ତି ଥିଲେ ଏକ ଅଟୋ ଚଳାଇ ନିଜର ଗୁଜୁରାଣ ମାଣ୍ଟାଉଥିଲେ , ସିଏ ବିବାହିତ ସହିତ ,ତାଙ୍କର ଛୋଟ ଛୋଟ ପୁଅ ଝିଅ ଦୁଇଟି ପିଲା ଅଛି ,ଘଟଣା ସ୍ଥାନରେ ବାଙ୍କୀ ଥାନା ଆଇ ଆଇସି ପହଞ୍ଚି ଶବକୁ ଜବତ କରି ମୃତ ରବୀନ୍ଦ୍ର ସ୍ଵାଇଁ ଙ୍କ ସ୍ତ୍ରୀ ରଶ୍ମିତା ସ୍ଵାଇଁ ଅଭିଯୋଗ ଅନୁଯାୟୀ ମଡର କେସ ରୁଜୁ କରି , ପ୍ରାଥମିକ ତଦନ୍ତ କରିବା ସହିତ ବାଙ୍କୀ ମୁଖ୍ୟ ଡାକ୍ତର ଖାନାକୁ ଶବ ପୋଷ୍ଟ ମଣ୍ଟମ୍ ପାଇଁ ପଠାଇ ଛନ୍ତି ।ଉକ୍ତ ସ୍ଥାନରେ କାନ୍ଦ ବୋବାଳି ରେ ଶୋକାକୁଳ ପରି ବେଶ ଦେଖିବାକୁ ମିଳିଥିଲା ।

Caption can be used to add info

[ ରିପୋର୍ଟ୍ରା- ରାଜେଶ କୁମାର୍ ସାହୁ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *