ଗୋଟିଏ ଏକର କପା ଚାଷ ନଷ୍ଟ କରିଦେଲେ ଦୁର୍ବୃତ୍ତ |

ଗୋଟିଏ ଏକର କପା ଚାଷ ନଷ୍ଟ କରିଦେଲେ ଦୁର୍ବୃତ୍ତ |

Share with people

ବହୁ କଷ୍ଟରେ ଧାରକରଜ କରି ଚାଷୀ କ୍ଷେତରେ ଚାଷ କାର୍ଯ୍ୟ କରିଥିବା ବେଳେ କେତେ ଜଣ ଦୁର୍ବୃତ୍ତ ଆସି ଗୋଟିଏ ଏକର କପା ଚାଷ ମୂଳରୁ କାଟି ଦେଇ ସଫା କରି ଦେଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ସୋଲବନ୍ଧ ଗ୍ରାମ ସ୍ଥିତ ବନକାବିହର ଗ୍ରାମରେ ତେବେ ସୋଲବନ୍ଧ ଗାଁର ଉସା ବରିହା ସ୍ୱାମୀ ସେବକ ବରିହା ବନକାବିହରରେ ଥିବା ନିଜ ପୈତୃକ ଜମିରେ କପା ଚାଷ କରିଥିଲେ ହେଲେ କେହି ଦୁର୍ବୃତ୍ତ ଆସି ସମସ୍ତ କପାକୁ କାଟି ସଫା କରି ଦେଇଛନ୍ତି ଏ ନେଇ ସ୍ୱାମୀ ସ୍ତ୍ରୀ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ ଏ ପର୍ଯ୍ୟନ୍ତ ପୁଲିସ କୌଣସି ପ୍ରକାର ପଦକ୍ଷେପ ନେଉ ନଥିବା ବେଳେ ଅତି ଶ୍ରୀଘ୍ର ପୁଲିସ ପକ୍ଷରୁ ତଦନ୍ତ କରି ପ୍ରକୃତ ଦୁର୍ବୃତ୍ତକୁ ଧରିବା ନେଇ ଆଶା ବାନ୍ଧିଛନ୍ତି ପରିବାର ଲୋକ !


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *