ଗାଁ ଝିଅ ପାଇଛି OAS ସବୁଠି ଖୁସିର ମାହଲ || GANJAM NEWS

ଗାଁ ଝିଅ ପାଇଛି OAS ସବୁଠି ଖୁସିର ମାହଲ || GANJAM NEWS

Share with people

OAS ପାଇଲା ଗାଁ ଝିଅ । ଡିଜେ ଲଗାଇ ବାଣ ଫୁଟାଇ ସ୍ବାଗତ କଲେ ଗ୍ରାମବାସୀ । ସେପଟେ ଆଶ୍ରିବାଦ ଦେବାକୁ ପହଞ୍ଚିଲେ ତହସିଲଦାର , ଥାନା ଅଧିକାରୀ ଓ ମେଡିକାଲ ଅଫିସର ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କେଶପୁରର ମତ୍ସ୍ୟଜୀବୀ ପରିବାର ଝିଅ ଦିପସ୍ପିତା ବେହେରା ଓଏଏସରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଆଜି ଦିପସ୍ପିତା ନିଜ ଗାଁ ରେ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ଫୁଲ ତୋଡା ଦେଇ ଡିଜେ ବଜାଇ ବାଣ ଫୁଟାଇ ଗାଁ ରେ ବୁଲାଇବା ସହ ପଞ୍ଚାୟତ ଅଫିସରେ ଫୁଲ ତୋଡା ଓ ଉତରିୟ ଦେଇ ସ୍ବାଗତ କରିଥିଲେ । ତେବେ ଦିପସ୍ପିତା କୁ ଆଶ୍ରିବାଦ କରିବା ପାଇଁ ଖଲ୍ଲିକୋଟ ତହସିଲଦାର ଡି ମାଲେସର ପାତ୍ର , ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଖଲ୍ଲିକୋଟ ମେଡିକାଲ ଅଧିକାରୀ ପ୍ରଦୀପ ଗନ୍ତାୟତ ପହଞ୍ଚି ତାଙ୍କୁ ଆଶ୍ରିବାଦ କରି ତାଙ୍କର କାମନା କରିଛନ୍ତି । ସେପଟେ ଗାଁ ଝିଅ ଓଏଏସ ପାଇ ଥିବାରୁ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *