ବାରହା ଶିକାର ପାଇଁ ଇଲେକ୍ଟ୍ରି ବିଛା ଯାଇଥିବା ହେଲା କାଳ, କରେଣ୍ଟ ଲାଗି ଜଣେ ମୃତ ଦୁଇଜଣ ଗରୁତର, ମାଜିଷ୍ଟେଟ ଉପସ୍ଥିତ ନଥାଇ ଶବ ଉଠାଇବା ପାଇଁ ଗ୍ରାମବାସୀ ପୋଲିସ କାର୍ଯ୍ୟକୁ ସନ୍ଧେହ I
କରେଣ୍ଟ ଲାଗି ଜଣେ ମୃତ ; ଦୁଇ ଗୁରୁତ୍ତର
ରେଢ଼ାଖୋଲ ଉପଖଣ୍ଡ, ନାକଟିଦେଉଳ ଥାନା, ସାଲେଭଟା ପଞ୍ଚାୟତ, ନେଭେରାପାଳ ଗ୍ରାମର ଭକ୍ତ ବନ୍ଧୁ ନାୟକ (45)ବସଲାଇ ଗ୍ରାମର ଭାଗ ଚାଷ କରିଥିବା କ୍ଷେତକୁ ବାଇକରେ ଦେଖିବାକୁ ଯାଇଥିଲେ ରାସ୍ତାରେ ବାରହା ଶିକାର ପାଇଁ କରେଣ୍ଟ ବିଛା ଯାଇଥିବା ବେଳେ ବାଇକରେ ଲାଗିଥିଲେ ଘଟଣା ସ୍ଥଳରେ ଭକ୍ତ ମୃତ ହୋଇଥିବା ବେଳେ ସେହି ଗ୍ରାମର କିସରୀ ନାୟକ ଓ ବାସୁ ଗରିଆ ଛିଟିକି ପଡ଼ି ଗୁରୁତର ହୋଇଥିଲେ ଉଭୟ ଚିକିତ୍ସିତ ହେଉଛନ୍ତି ରେଢ଼ାଖୋଲ ଉପଖଣ୍ଡ ଡାକ୍ତର ଖାନାରେ l ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଇଲେକ୍ଟ୍ରିରେ ଲାଗି ସନ୍ଧ୍ୟାରେ ମୃତ ହୋଇଥିବା ବେଳେ ଇଲେକ୍ଟ୍ରି କର୍ମଚାରୀ ନଆସିଥିବାରୁ ଘଟଣା ସ୍ଥଳକୁ l ପୋଲିସ ଭର 4ବଜେ ପରିବାର ଲୋକ ଜାଣିବା ପୂର୍ବରୁ ମାଜିଷ୍ଟେଟ ଉପସ୍ଥିତ ନଥାଇ ଶବ ବ୍ୟବଛେଦ ପାଇଁ ଉଠାଇ ଥିବାରୁ l ପୋଲିସ କାର୍ଯ୍ୟକୁ ସନ୍ଦେହେୟ କରିଛନ୍ତି ଗ୍ରାମବାସୀ l
