ଲ୍ୟାଣ୍ଡିଂ ବେଳେ ଫସିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର

ଲ୍ୟାଣ୍ଡିଂ ବେଳେ ଫସିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର

Share with people

ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ଼ରେ ଫସିଲା ହେଲିକପ୍ଟର |ରାଷ୍ଟ୍ରପତିଙ୍କ କେରଳ ଗସ୍ତ ସମୟରେ ଘଟିଲା ଅଘଟଣ | ଅଳ୍ପକେ ଟଳିଲା ବିପଦ। ହେଲିକପ୍ଟରକୁ ଠେଲି ଠେଲି ଉଦ୍ଧାର କରିଛନ୍ତି ପୋଲିସ ଏବଂ ଅଗ୍ନିଶମ ଟିମ୍ । ବାୟୁସେନା ହେଲିକପ୍ଟର ଓଜନ ଯୋଗୁଁ ହେଲିପ୍ୟାଡରେ ଗୋଟେ ଭାଗ ଧସିଯାଇଥିଲା । ଫଳରେ ଏପରି ଅଘଟଣ ଘଟିଥିବା କୁହା ଯାଉଛି।ଖବର ମୁତାବକ, ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ କେରଳ ଗସ୍ତରେ ରହିଛନ୍ତି । ସେ ଗତକାଲି କେରଳର ଥିରୁଅନନ୍ତପୁରମରେ ପହଞ୍ଚିବା ପରେ ଆଜି ସାବରିମାଳା ମନ୍ଦିର ଯାଇଥାନ୍ତେ । କେରଳ ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର । ହେଲିକପ୍ଟରକୁ ଠେଲି ଠେଲି ଉଦ୍ଧାର କରିଛନ୍ତି ପୋଲିସ ଏବଂ ଅଗ୍ନିଶମ ଟିମ୍ । ବାୟୁସେନା ହେଲିକପ୍ଟର ଓଜନ ଯୋଗୁଁ ହେଲିପ୍ୟାଡରେ ଗୋଟେ ଭାଗ ଧସିଯାଇଥିଲା । ଫଳରେ ପୋଲିସ ଓ ଅଗ୍ନିଶମ ଟିମ୍ ହେଲିକପ୍ଟରକୁ ଠେଲୁଥିବାରୁ ଭିଡିଓ ସାମ୍ନାକୁ ଆସିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *