
ଯେlଡା ଥାନା କଳାପାହାଡ ନିକଟରେ ୫୨୦ ନମ୍ୱର ଜାତୀୟ ରାଜପଥ ଉପରେ ଗତ ମଧ୍ୟ ରାତ୍ରି ରେ ଟ୍ରଲର ହାଇଓ୍ବା ମୁହଁlମୁହିଁ ଧକ୍କା ଜଣେ ଗୁରୁତର l ଗତ ରାତି ପ୍ରାୟ ୧୨ ଟା ବେଳକୁ କଳାପାହାଡ ନିକଟରେ ଏହି ଦୁର୍ଘଟଣା ଘଟିଛି ଦୁଇଟିଯାକ ଗାଡି ମୁହଁlମୁହିଁ ଧକା ହେବାରୁ ହାଇଓ୍ବା ଡ୍ରାଇଭର ଗାଡି ଭିତରେ ଚାପି ରହିଥିଲା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ଡ୍ରାଇଭର କୁ ବାହାର କରି ଯେlଡା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି l ଖବର ପାଇଁ ଘଟଣାସ୍ଥଳରେ ପେlଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଘଟଣା ର ତଦନ୍ତ ଆରମ୍ଭ କରିଛି |

